କୋରାନରେ ବଜ୍ଞାନିକ ଚମତ୍କାର (କୁରାନ)
2020-12-02
ପଞ୍ଚମ ଅଧ୍ୟାୟ | ପଞ୍ଚମ ଅଧ୍ୟାୟ କୁଆନର ବୈଜ୍ଞାନିକ ଚମତ୍କାରିତା ସତ୍ୟ ସବୁ ଯୁଗରେ ସତ୍ୟ । ଦୈବବାଣୀ ସବୁ ସମୟରେ ନିଜର ସତ୍ୟତା ପ୍ରତିପାଦନ କରିଥାଏ । ଏହାକୁ ସାହିତ୍ୟିକ, ତାତ୍ତିକ, ନୈତିକ, ବୈଧାନିକ ବା ବୈଜ୍ଞାନିକ ଯେକୌଣସି ଦୃଷ୍ଟିରୁ ପରୀକ୍ଷା କଲେ ମଧ୍ୟ ଏହା ପ୍ରତ୍ୟେକ ଦୃଷ୍ଟିକୋଣରୁ ସତ୍ୟ ପ୍ରମାଣିତ ହେବ । ବର୍ତ୍ତମାନ ଆଧୁନିକ ବିଜ୍ଞାନର ଯୁଗ । ତେଣୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟContinue Reading